Advertisment

ଆରମ୍ଭ ହୋଇଗଲା ବିଜେପି ଖେଳ!

ଫୋକସରେ ଥିଲା ଓଡ଼ିଶା। ରୋଡ ମ୍ୟାପ୍ କରିଥିଲେ ଅମିତ ଶାହା। ଏବେ ସମୟ ଆସିଗଲା କାମରେ କରି ଦେଖାଇବାର। ବିଜେଡି ସହ ଲଢି କ୍ଷମତା ହାସଲ କରିବାର । ୨୦୨୪ରେ ଗଡ଼ ଦଖଲ କରିବାର। ଏଥିପାଇଁ ସେପ୍ଟେମ୍ବର ମାସ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଗରୁ ଯେମିତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ, ଏବେ ଚାଲିଛି ୱାର୍ମ ଅପ୍ କସରତ୍‌, ଆଉ ଅକ୍ଟୋବରରୁ ଆରମ୍ଭ ହେବ ଅଭିଯାନ।

author-image
Debendra Prusty
ଆରମ୍ଭ ହୋଇଗଲା ବିଜେପି ଖେଳ!

bjp

ଫୋକସରେ ଥିଲା ଓଡ଼ିଶା। ରୋଡ ମ୍ୟାପ୍ କରିଥିଲେ ଅମିତ ଶାହା। ଏବେ ସମୟ ଆସିଗଲା କାମରେ କରି ଦେଖାଇବାର। ବିଜେଡି ସହ ଲଢି କ୍ଷମତା ହାସଲ କରିବାର । ୨୦୨୪ରେ ଗଡ଼ ଦଖଲ କରିବାର। ଏଥିପାଇଁ ସେପ୍ଟେମ୍ବର ମାସ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଗରୁ ଯେମିତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ, ଏବେ ଚାଲିଛି ୱାର୍ମ ଅପ୍ କସରତ୍‌, ଆଉ ଅକ୍ଟୋବରରୁ ଆରମ୍ଭ ହେବ ଅଭିଯାନ।

Advertisment

Bjp Plan In Odisha 2024 Bjp Game Bjp Odisha Odisha Politics