bjp
Advertisment
ଫୋକସରେ ଥିଲା ଓଡ଼ିଶା। ରୋଡ ମ୍ୟାପ୍ କରିଥିଲେ ଅମିତ ଶାହା। ଏବେ ସମୟ ଆସିଗଲା କାମରେ କରି ଦେଖାଇବାର। ବିଜେଡି ସହ ଲଢି କ୍ଷମତା ହାସଲ କରିବାର । ୨୦୨୪ରେ ଗଡ଼ ଦଖଲ କରିବାର। ଏଥିପାଇଁ ସେପ୍ଟେମ୍ବର ମାସ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଗରୁ ଯେମିତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ, ଏବେ ଚାଲିଛି ୱାର୍ମ ଅପ୍ କସରତ୍, ଆଉ ଅକ୍ଟୋବରରୁ ଆରମ୍ଭ ହେବ ଅଭିଯାନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/bjp-1.jpg)