Advertisment

ବିଜେପି ଭାଙ୍ଗିବ ବିଜେଡିର ମହିଳା ଭୋଟବ୍ୟାଙ୍କ୍!

ମହିଳାଙ୍କ ବଳ ବିଜୁ ଜନତା ଦଳ। ଏହାକୁ ଫଟାଇବା ପାଇଁ ବିଜେପିର ମାଷ୍ଟର ପ୍ଲାନ। ୩୬ଟି ସାଙ୍ଗଠନିକ ଜିଲ୍ଲାରେ ମହିଳା ଭୋଟବ୍ୟାଙ୍କ ସୃଷ୍ଟି ପାଇଁ ଯୋଜନା। ବିଭିନ୍ନ ରାଜ୍ୟର ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଦସ୍ୟଙ୍କ ଲୋକସଭା ପ୍ରବାସ ଆରମ୍ଭ।

bjd

BjD Bjp Vote Bank Womens Vote
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe