ସ୍ମାର୍ଟ ସିଟିର ସ୍ମାର୍ଟ ଦୃଶ୍ୟ !

ରାସ୍ତାରେ ପଡି ରହିଛି କୁଢ଼ କୁଢ଼ ଅଳିଆ। ଆଉ ଏହି ଅଳିଆ ପାଇଁ ବ୍ୟାପିବାରେ ଲାଗିଛି ବିଭିନ୍ନ ପ୍ରକାରର ରୋଗ। ଇଏ କେଉଁ ଗାଁ ଗଣ୍ଡାର ଦୃଶ୍ୟ ନୁହେଁ ବରଂ ଏହା ହେଉଛି ସ୍ମାର୍ଟ ସିଟି ଭୁବନେଶ୍ୱରର ସ୍ମାର୍ଟ ଦୃଶ୍ୟ…