ଦେଶ news କୁକୁର ରଖିବା ଉପରେ କଟକଣା ଏଣିକି ମନ ଇଛା ଘରେ ରଖି ପାରିବେନି ପେଟ୍ ଡଗ୍। ଘରେ ପୋଷା ଜନ୍ତୁ ରଖିବା ଉପରେ ଲାଗିବ କଟକଣା। ଏଥିପାଇଁ ସ୍ୱତନ୍ତ୍ର ନିୟମ କରିବାକୁ ଦାବି ପରେ ବିଏମସି ପ୍ରକାଶ କରିଛି ତତ୍ପରତା। ପେଟ୍ ଆନିମଲକୁ ନେଇ ବିଏମସି ଆଣିବ ଗାଇଡ୍ ଲାଇନ୍। Debendra Prusty 18 Nov 2022 11:43 IST dogଏଣିକି ମନ ଇଛା ଘରେ ରଖି ପାରିବେନି ପେଟ୍ ଡଗ୍। ଘରେ ପୋଷା ଜନ୍ତୁ ରଖିବା ଉପରେ ଲାଗିବ କଟକଣା। ଏଥିପାଇଁ ସ୍ୱତନ୍ତ୍ର ନିୟମ କରିବାକୁ ଦାବି ପରେ ବିଏମସି ପ୍ରକାଶ କରିଛି ତତ୍ପରତା। ପେଟ୍ ଆନିମଲକୁ ନେଇ ବିଏମସି ଆଣିବ ଗାଇଡ୍ ଲାଇନ୍।Advertisment Guideline On Pet Animal Pet Animal Pet Dog Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ