dog
Advertisment
ଏଣିକି ମନ ଇଛା ଘରେ ରଖି ପାରିବେନି ପେଟ୍ ଡଗ୍। ଘରେ ପୋଷା ଜନ୍ତୁ ରଖିବା ଉପରେ ଲାଗିବ କଟକଣା। ଏଥିପାଇଁ ସ୍ୱତନ୍ତ୍ର ନିୟମ କରିବାକୁ ଦାବି ପରେ ବିଏମସି ପ୍ରକାଶ କରିଛି ତତ୍ପରତା। ପେଟ୍ ଆନିମଲକୁ ନେଇ ବିଏମସି ଆଣିବ ଗାଇଡ୍ ଲାଇନ୍।