Advertisment

ବାଦ ପଡ଼ିଲେ କୁହାଳିଆ

ବୁଦ୍ଧି ଶିଖିଲା ବିଜେଡି। ଶେଷରେ ବରିଷ୍ଠଙ୍କୁ ଖୋଜାପଡ଼ିଛି। ପଦ୍ମପୁର ଦାୟିତ୍ୱରେ ବରିଷ୍ଠ ନେତା।  ୩ ବ୍ଲକ ଦାୟିତ୍ୱରେ ୩ ବରିଷ୍ଠ ମନ୍ତ୍ରୀ। ପ୍ରାଥମିକ ପର୍ଯ୍ୟାୟରେ ୬ ମନ୍ତ୍ରୀଙ୍କୁ ମିଳିଛି ଦାୟିତ୍ୱ। ବାଦ ପଡ଼ିଲେ କି ବବି ଆଣ୍ଡ କୋ! ଜୋନ ଦାୟିତ୍ୱରେ ପଶ୍ଚିମ ଓଡ଼ିଶା ନେତା।

author-image
Debendra Prusty
ବାଦ ପଡ଼ିଲେ କୁହାଳିଆ

padmapur

ବୁଦ୍ଧି ଶିଖିଲା ବିଜେଡି। ଶେଷରେ ବରିଷ୍ଠଙ୍କୁ ଖୋଜାପଡ଼ିଛି। ପଦ୍ମପୁର ଦାୟିତ୍ୱରେ ବରିଷ୍ଠ ନେତା।  ୩ ବ୍ଲକ ଦାୟିତ୍ୱରେ ୩ ବରିଷ୍ଠ ମନ୍ତ୍ରୀ। ପ୍ରାଥମିକ ପର୍ଯ୍ୟାୟରେ ୬ ମନ୍ତ୍ରୀଙ୍କୁ ମିଳିଛି ଦାୟିତ୍ୱ। ବାଦ ପଡ଼ିଲେ କି ବବି ଆଣ୍ଡ କୋ! ଜୋନ ଦାୟିତ୍ୱରେ ପଶ୍ଚିମ ଓଡ଼ିଶା ନେତା।

Advertisment

Boby Das Bjd Team Padmapur