ବୋମା ଫୁଟିଲେ ବି ଫରକ ପଡ଼ିବନି

ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଏକ ଅତ୍ୟାଧୁନିକ ଓ ସୁପର ପ୍ରୋଟେକ୍‌ଟେଡ୍‌ କାର୍‌। କଳା ରଙ୍ଗର ମର୍ସିଡିଜ୍‌ ବେଞ୍ଜ S400। ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କ ପାଖରେ ଥିବା ଅତ୍ୟାଧୁନିକ କାର୍‌ ଭଳି ଏଥିରେ ରହିଛି ‘ଏକ ସେ ବଢ଼କର ଏକ ଫିଚର୍‌’।