Advertisment

ବୋମା ଫୁଟିଲେ ବି ଫରକ ପଡ଼ିବନି

ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଏକ ଅତ୍ୟାଧୁନିକ ଓ ସୁପର ପ୍ରୋଟେକ୍‌ଟେଡ୍‌ କାର୍‌। କଳା ରଙ୍ଗର ମର୍ସିଡିଜ୍‌ ବେଞ୍ଜ S400। ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କ ପାଖରେ ଥିବା ଅତ୍ୟାଧୁନିକ କାର୍‌ ଭଳି ଏଥିରେ ରହିଛି ‘ଏକ ସେ ବଢ଼କର ଏକ ଫିଚର୍‌’।

ବୋମା ଫୁଟିଲେ ବି ଫରକ ପଡ଼ିବନି

car

Advertisment

ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଏକ ଅତ୍ୟାଧୁନିକ ଓ ସୁପର ପ୍ରୋଟେକ୍‌ଟେଡ୍‌ କାର୍‌। କଳା ରଙ୍ଗର ମର୍ସିଡିଜ୍‌ ବେଞ୍ଜ S400। ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବିଶେଷଙ୍କ ପାଖରେ ଥିବା ଅତ୍ୟାଧୁନିକ କାର୍‌ ଭଳି ଏଥିରେ ରହିଛି ‘ଏକ ସେ ବଢ଼କର ଏକ ଫିଚର୍‌’।

Advertisment

Presidential Car Droupadi Murmu Car
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe