/odisha-reporter/media/post_attachments/uploads/2022/06/murmu-sihna.jpg)
murmu sihna
ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା ଏବଂ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୂର୍ମୁଙ୍କ ରାଜନୈତିକ କ୍ୟାରିୟର ପୁରାପୁରୀ ଭିନ୍ନ। ରାଜନୀତିରେ ଦ୍ରୌପଦୀଙ୍କ ଅପେକ୍ଷା ଯଶୱନ୍ତଙ୍କ ଅଭିଜ୍ଞତା ଅଧିକ। ଯଶୱନ୍ତ ୧୯୮୪ରେ ପ୍ରଶାସନିକ ସେବା ଛାଡ଼ି ଜନତା ପାର୍ଟିରୁ ଆରମ୍ଭ କରିଥିଲେ ରାଜନୈତିର କ୍ୟାରିୟର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
