ବିଶ୍ୱକୁ ଡରାଇବ ବ୍ରହ୍ମାସ୍ତ୍ର

ଶତୃକୁ ଡରାଇବ ଭାରତ । ଭାରତର ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ବ୍ରହ୍ମାସ୍ତ୍ର ପାଇଁ ଶକ୍ତିଶାଳୀ ହୋଇ ଉଠିଛି ସେନାବାହିନୀ ।