କାଳରାତିର ଛାତିଥରା କାହାଣୀ କହିଲେ ଡ୍ରାଇଭର

ମୁଁ ଗାଡିକୁ କଣ୍ଟ୍ରୋଲ କରିପାରୁନଥିଲି.. ଗାଡିର ବ୍ରେକ ଫେଲ ହୋଇଯାଉଥିଲା..ଶେଷ ବୁଲାଣି ବୁଲିବା ବେଳେ ଗାଡି ଆଉ ମୋ ନିୟନ୍ତ୍ରଣରେ ନଥିଲା.. ଦୁର୍ଘଟଣାର ସେଇ ଛାତି ଥର କାହାଣୀ ବଖାଣିବା ବେଳେ ବସର ଡ୍ରାଇଭରଙ୍କ ଲୋମ ଟାଙ୍କୁରୀ ଉଠୁଥିଲା ଯେମିତି ..ଆଉ ଗୋଟି ଗୋଟି କରି କହୁଥିଲେ ଦୁର୍ଘଟଣାର କାହାଣୀ ..

page

page

Pujarani Nayak
  • Published: Wednesday, 25 May 2022
  • Updated: 25 May 2022, 04:32 PM IST

Sports

Latest News

ମୁଁ ଗାଡିକୁ କଣ୍ଟ୍ରୋଲ କରିପାରୁନଥିଲି.. ଗାଡିର ବ୍ରେକ ଫେଲ ହୋଇଯାଉଥିଲା..ଶେଷ ବୁଲାଣି ବୁଲିବା ବେଳେ ଗାଡି ଆଉ ମୋ ନିୟନ୍ତ୍ରଣରେ ନଥିଲା.. ଦୁର୍ଘଟଣାର ସେଇ ଛାତି ଥର କାହାଣୀ ବଖାଣିବା ବେଳେ ବସର ଡ୍ରାଇଭରଙ୍କ ଲୋମ ଟାଙ୍କୁରୀ ଉଠୁଥିଲା ଯେମିତି ..ଆଉ ଗୋଟି ଗୋଟି କରି କହୁଥିଲେ ଦୁର୍ଘଟଣାର କାହାଣୀ ..

https://youtu.be/ZsD-ru6sI1U

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos