page
Advertisment
ମୁଁ ଗାଡିକୁ କଣ୍ଟ୍ରୋଲ କରିପାରୁନଥିଲି.. ଗାଡିର ବ୍ରେକ ଫେଲ ହୋଇଯାଉଥିଲା..ଶେଷ ବୁଲାଣି ବୁଲିବା ବେଳେ ଗାଡି ଆଉ ମୋ ନିୟନ୍ତ୍ରଣରେ ନଥିଲା.. ଦୁର୍ଘଟଣାର ସେଇ ଛାତି ଥର କାହାଣୀ ବଖାଣିବା ବେଳେ ବସର ଡ୍ରାଇଭରଙ୍କ ଲୋମ ଟାଙ୍କୁରୀ ଉଠୁଥିଲା ଯେମିତି ..ଆଉ ଗୋଟି ଗୋଟି କରି କହୁଥିଲେ ଦୁର୍ଘଟଣାର କାହାଣୀ ..
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/page-11.jpg)