/odisha-reporter/media/post_attachments/uploads/2022/07/bribe.jpg)
bribe
ଟଙ୍କା ଦିଅ ଚାକିରି କର, ନଚେତ୍ ଯାଅ। ପ୍ରଧାନ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ। ପ୍ରଧାନ ଶିକ୍ଷକ ଟଙ୍କା ନେଉଛନ୍ତି ପରେ ଚାକିରି ଦେଉଛନ୍ତି। ଜାଲିଆତି କରି ସ୍କୁଲରେ ଶହ ଶହ ଶିକ୍ଷକଙ୍କୁ ଦେଇଛନ୍ତି ନିଯୁକ୍ତି। କାହିଁକି ଶିକ୍ଷାନୁଷ୍ଠାନରୁ ଆସୁଛି ବାରମ୍ବାର ଏ ଚିତ୍ର? କେବେ ବଦଳିବ ଏ ଚିତ୍ର?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
