ଟଙ୍କା ଦିଅ ଚାକିରି କର, ନଚେତ୍ ଯାଅ। ପ୍ରଧାନ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ। ପ୍ରଧାନ ଶିକ୍ଷକ ଟଙ୍କା ନେଉଛନ୍ତି ପରେ ଚାକିରି ଦେଉଛନ୍ତି। ଜାଲିଆତି କରି ସ୍କୁଲରେ ଶହ ଶହ ଶିକ୍ଷକଙ୍କୁ ଦେଇଛନ୍ତି ନିଯୁକ୍ତି। କାହିଁକି ଶିକ୍ଷାନୁଷ୍ଠାନରୁ ଆସୁଛି ବାରମ୍ବାର ଏ ଚିତ୍ର? କେବେ ବଦଳିବ ଏ ଚିତ୍ର?
https://youtu.be/n_7ClzbTna8