Advertisment

ଶେଷ ନିଃଶ୍ୱାସ ବେଳେ ମା'କୁ ଖୋଜୁଥିଲା ଝିଅ

ସକାଳୁ ସକାଳୁ ଟ୍ୟୁସନରୁ ଫେରୁଥିବା ବେଳେ ଛକ ଉପରେ ବାଲି ବୋଝେଇ ହାଇୱାଟି ତାଙ୍କ ଉପରକୁ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ଛଟପଟ ହୋଇ ଚାଲିଯାଇଥିଲା ଲକ୍ଷ୍ମୀପ୍ରିୟାନଙ୍କ ଜୀବନ। ବୟସ ସିନା 14 ବର୍ଷ କିନ୍ତୁ ଘରର ଝିଅ ନୁହେଁ ତ ବଡ ପୁଅ ଥିଲା ଯେମିତି । କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟ ବାଣପୁର ଛକରେ ଆଜି ସକାଳେ ଘଟିଯାଇଥିଲା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

author-image
Pujarani Nayak
ଶେଷ ନିଃଶ୍ୱାସ ବେଳେ ମା'କୁ ଖୋଜୁଥିଲା ଝିଅ

page]

ସକାଳୁ ସକାଳୁ ଟ୍ୟୁସନରୁ ଫେରୁଥିବା ବେଳେ ଛକ ଉପରେ ବାଲି ବୋଝେଇ ହାଇୱାଟି ତାଙ୍କ ଉପରକୁ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ଛଟପଟ ହୋଇ ଚାଲିଯାଇଥିଲା ଲକ୍ଷ୍ମୀପ୍ରିୟାନଙ୍କ ଜୀବନ। ବୟସ ସିନା 14 ବର୍ଷ କିନ୍ତୁ ଘରର ଝିଅ ନୁହେଁ ତ ବଡ ପୁଅ ଥିଲା ଯେମିତି । କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟ ବାଣପୁର ଛକରେ ଆଜି ସକାଳେ ଘଟିଯାଇଥିଲା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

Advertisment

Odisha Reporter Kendrapada