ସକାଳୁ ସକାଳୁ ଟ୍ୟୁସନରୁ ଫେରୁଥିବା ବେଳେ ଛକ ଉପରେ ବାଲି ବୋଝେଇ ହାଇୱାଟି ତାଙ୍କ ଉପରକୁ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ଛଟପଟ ହୋଇ ଚାଲିଯାଇଥିଲା ଲକ୍ଷ୍ମୀପ୍ରିୟାନଙ୍କ ଜୀବନ। ବୟସ ସିନା 14 ବର୍ଷ କିନ୍ତୁ ଘରର ଝିଅ ନୁହେଁ ତ ବଡ ପୁଅ ଥିଲା ଯେମିତି । କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟ ବାଣପୁର ଛକରେ ଆଜି ସକାଳେ ଘଟିଯାଇଥିଲା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
https://youtu.be/WJEdVw8233U
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଇତିହାସ ରଚିଲା ବିଜେପି: ୩୧ ବର୍ଷ ପରେ ଏହି ମୁସଲିମ ବହୁଳ ଆସନରେ ଜିତିଲା
କୁଣ୍ଡାର୍କି ଗୋଟିଏ ମୁସଲିମ ବହୁଳ ଅଞ୍ଚଳ। ଏଠାରେ ୧୧ ଜଣ ମୁସଲିମ ପ୍ରାର୍ଥୀ ଉପ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ଏକମାତ୍ର ହିନ୍ଦୁ ରାମବୀରଙ୍କୁ ଟିକେଟ ଦେଇଥିଲା।
Politics
ମହାରାଷ୍ଟ୍ର ବିଧାନସଭାରେ କାହାକୁ ମିଳିବନି ବିରୋଧୀ ଦଳ ନେତା ମାନ୍ୟତା!
ରାଜ୍ୟର ୨୮୮ଟି ବିଧାନସଭା ଆସନରୁ ଯେଉଁ ଦଳ ପାଖରେ ୧୦% ଅର୍ଥାତ ୨୯ଟି ଆସନ ଥିବ, ସେହି ଦଳ ବିରୋଧୀ ଦଳ ନେତା ପଦ ପାଇଁ ଦାବି ଜଣାଇ ପାରିବ।
National
ମହାରାଷ୍ଟ୍ରରେ ବିଜେପି ମେଣ୍ଟର ବିପୁଳ ବିଜୟ ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ
ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମେଣ୍ଟକୁ ବିପୁଳ ବିଜୟ ମିଳିଥିବା ବେଳେ ଝାରଖଣ୍ଡରେ ଲକ୍ଷ୍ୟ ହାସଲ ହୋଇପାରିନାହିଁ।
Politics
ମୁଖମନ୍ତ୍ରୀ ପଦ ପାଇଁ ଦାବି ଜଣାଇଲେ ଏକନାଥ ସିନ୍ଦେ!
ମହାୟୁତ ପକ୍ଷରୁ ସିନ୍ଦେଙ୍କ ଘରେ ଗୋଟିଏ ବୈଠକ ବସିଥିଲା। ଏହି ସମୟରେ ଏକନାଥ ସିନ୍ଦେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଦାବି ଉପସ୍ଥାପନ କରିଥିବା ଜଣାପଡ଼ିଛି।
Politics
୧୨ ହଜାର ଭୋଟରେ ବାଜି ମାରିନେଲେ ଛଗନ ଭୁଜବଳ
ସେ ୟେଭଲା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ୧୨ ହଜାର ୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।