Advertisment

ନବବଧୂଙ୍କ ବୁଲେଟ ଚଲା

ହାତରେ ଶଙ୍ଖା, ଦେହରେ ନାଲି ଲେହେଙ୍ଗା। ପୂରାପୁରି ସଜେଇ ହୋଇଛନ୍ତି ନବ ବଧୂ ଗେଟ୍‌ଅପ୍‌ରେ। କେବଳ ବରକୁ ଅପେକ୍ଷା। ତେବେ ବିବାହ ପୂର୍ବରୁ ବୁଲେଟ ଚଢ଼ିଛନ୍ତି ଏହି ନବ ବଧୂ। କେବଳ ବୁଲେଟ୍‌ ଚଢ଼ି ନାହାନ୍ତି ରାସ୍ତା ଉପରେ କରିଛନ୍ତି ଜବରଦସ୍ତ ଡ୍ରାଇଭିଂ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Pujarani Nayak
ନବବଧୂଙ୍କ ବୁଲେଟ ଚଲା

BULLET PKG TH

ହାତରେ ଶଙ୍ଖା, ଦେହରେ ନାଲି ଲେହେଙ୍ଗା। ପୂରାପୁରି ସଜେଇ ହୋଇଛନ୍ତି ନବ ବଧୂ ଗେଟ୍‌ଅପ୍‌ରେ। କେବଳ ବରକୁ ଅପେକ୍ଷା। ତେବେ ବିବାହ ପୂର୍ବରୁ ବୁଲେଟ ଚଢ଼ିଛନ୍ତି ଏହି ନବ ବଧୂ। କେବଳ ବୁଲେଟ୍‌ ଚଢ଼ି ନାହାନ୍ତି ରାସ୍ତା ଉପରେ କରିଛନ୍ତି ଜବରଦସ୍ତ ଡ୍ରାଇଭିଂ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

Odisha Reporter Bullet