ନବବଧୂଙ୍କ ବୁଲେଟ ଚଲା

ହାତରେ ଶଙ୍ଖା, ଦେହରେ ନାଲି ଲେହେଙ୍ଗା। ପୂରାପୁରି ସଜେଇ ହୋଇଛନ୍ତି ନବ ବଧୂ ଗେଟ୍‌ଅପ୍‌ରେ। କେବଳ ବରକୁ ଅପେକ୍ଷା। ତେବେ ବିବାହ ପୂର୍ବରୁ ବୁଲେଟ ଚଢ଼ିଛନ୍ତି ଏହି ନବ ବଧୂ। କେବଳ ବୁଲେଟ୍‌ ଚଢ଼ି ନାହାନ୍ତି ରାସ୍ତା ଉପରେ କରିଛନ୍ତି ଜବରଦସ୍ତ ଡ୍ରାଇଭିଂ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

BULLET PKG TH

Pujarani Nayak
  • Published: Thursday, 27 January 2022
  • , Updated: 27 January 2022, 10:42 AM IST

ହାତରେ ଶଙ୍ଖା, ଦେହରେ ନାଲି ଲେହେଙ୍ଗା। ପୂରାପୁରି ସଜେଇ ହୋଇଛନ୍ତି ନବ ବଧୂ ଗେଟ୍‌ଅପ୍‌ରେ। କେବଳ ବରକୁ ଅପେକ୍ଷା। ତେବେ ବିବାହ ପୂର୍ବରୁ ବୁଲେଟ ଚଢ଼ିଛନ୍ତି ଏହି ନବ ବଧୂ। କେବଳ ବୁଲେଟ୍‌ ଚଢ଼ି ନାହାନ୍ତି ରାସ୍ତା ଉପରେ କରିଛନ୍ତି ଜବରଦସ୍ତ ଡ୍ରାଇଭିଂ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

https://youtu.be/wHiOC5qEDRE

Related story