ୟେ ମଣିଷ ନା ନରରାକ୍ଷସ?

ଛାତି ଫଟାଇ କାନ୍ଦୁଛି ମା’। ଅନ୍ତଫାଡି ଜନ୍ମଦେଇଥିଲା ଯେତେବେଳେ ଝିଅର ଏ ଦଶା କେମିତି ବା ଦେଖିବ? ସେଥିପାଇଁ ଛାତି ଭିତରଟା କୋରି ହୋଇଯାଉଛି ଯେମିତି। ଅପହରଣ କରିବା ପରେ ତାକୁ ପାରାଦୀପର ଭୀମାନାଶି ଅଞ୍ଚଳର ଏକ ଘରେ ରଖି ୪ ଦିନ ଧରି ଦୁଷ୍କର୍ମ କରିବା ସହ ଅକଥନୀୟ ନିର୍ଯାତନା ଦେଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।