ୟେ ମଣିଷ ନା ନରରାକ୍ଷସ?

ଛାତି ଫଟାଇ କାନ୍ଦୁଛି ମା’। ଅନ୍ତଫାଡି ଜନ୍ମଦେଇଥିଲା ଯେତେବେଳେ ଝିଅର ଏ ଦଶା କେମିତି ବା ଦେଖିବ? ସେଥିପାଇଁ ଛାତି ଭିତରଟା କୋରି ହୋଇଯାଉଛି ଯେମିତି। ଅପହରଣ କରିବା ପରେ ତାକୁ ପାରାଦୀପର ଭୀମାନାଶି ଅଞ୍ଚଳର ଏକ ଘରେ ରଖି ୪ ଦିନ ଧରି ଦୁଷ୍କର୍ମ କରିବା ସହ ଅକଥନୀୟ ନିର୍ଯାତନା ଦେଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

demon

demon

Debendra Prusty
  • Published: Monday, 05 September 2022
  • Updated: 05 September 2022, 02:13 PM IST

Sports

Latest News

ଛାତି ଫଟାଇ କାନ୍ଦୁଛି ମା'। ଅନ୍ତଫାଡି ଜନ୍ମଦେଇଥିଲା ଯେତେବେଳେ ଝିଅର ଏ ଦଶା କେମିତି ବା ଦେଖିବ? ସେଥିପାଇଁ ଛାତି ଭିତରଟା କୋରି ହୋଇଯାଉଛି ଯେମିତି। ଅପହରଣ କରିବା ପରେ ତାକୁ ପାରାଦୀପର ଭୀମାନାଶି ଅଞ୍ଚଳର ଏକ ଘରେ ରଖି ୪ ଦିନ ଧରି ଦୁଷ୍କର୍ମ କରିବା ସହ ଅକଥନୀୟ ନିର୍ଯାତନା ଦେଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

https://youtu.be/Au5xBu-pj8M

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos