demon
Advertisment
ଛାତି ଫଟାଇ କାନ୍ଦୁଛି ମା'। ଅନ୍ତଫାଡି ଜନ୍ମଦେଇଥିଲା ଯେତେବେଳେ ଝିଅର ଏ ଦଶା କେମିତି ବା ଦେଖିବ? ସେଥିପାଇଁ ଛାତି ଭିତରଟା କୋରି ହୋଇଯାଉଛି ଯେମିତି। ଅପହରଣ କରିବା ପରେ ତାକୁ ପାରାଦୀପର ଭୀମାନାଶି ଅଞ୍ଚଳର ଏକ ଘରେ ରଖି ୪ ଦିନ ଧରି ଦୁଷ୍କର୍ମ କରିବା ସହ ଅକଥନୀୟ ନିର୍ଯାତନା ଦେଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/demon.jpg)