jaleidia
Advertisment
ଗରିବ ବାପଟି ଲୁହ ଲହୁ ଏକାଠି କରି ଗୋଟିଏ ବୋଲି ପୁଅକୁ ମଣିଷ କରିବା ପରେ ହଠାତ ଦିନେ ରାସ୍ତା ଉପରୁ ତା'ର ଜଳନ୍ତା ଶବ ପାଇଲେ ଛାତି ଭିତରଟା କେମିତି ହୋଇଯାଉଥିବ ସେ କଥା ଥରେ ଅନୁଭବ କରନ୍ତୁ। ଇଏ ହେଉଛନ୍ତି ସେମିତି ଜଣେ ଅଭାଗା ବାପ। ଯିଏ କହୁଛନ୍ତି ମୋ ପୁଅ ସହ ମୋତେ ବି ଏକାଠି ଜଳେଇଦିଅ। ରାଜଧାନୀର ଆଚାର୍ଯ୍ୟବିହାର ମହାରାଜା ଫିଲ୍ମ ହଲ୍ ନିକଟସ୍ଥ ଫ୍ଲାଏଓଭରରେ ଜଳିଯାଇଥିବା ବାଇକ ଓ ଯୁବକଙ୍କ ଜଳନ୍ତା ମୃତଦେହ ପାଇବା ପରେ ଏହା ହେଉଛି ତାଙ୍କ ପରିବାର ଲୋକଙ୍କ ଅବସ୍ଥା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/jaleidia.jpg)