Advertisment

15 ମିନିଟରେ କେମିତି ମଲେ ବାପା ?

ପୁଅକୁ ବାପା କହିଲେ, ଆଉ ମାତ୍ର 15 ମିନିଟ ଭିତରେ ମୁଁ ପହଞ୍ଚିବି। ରୁପାଲି ଛକରେ ଅପେକ୍ଷା କରିଥାଆ। ମାତ୍ର ଏତେ କମ ସମୟ ଭିତରେ ଏସବୁ କେମିତି ଘଟିଲା ? ଘରୋଇ ବସର ଜଣେ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏବେ ଏମିତି କିଛି ପ୍ରଶ୍ନ ଉଠାଉଛନ୍ତି ପରିବାର ଲୋକେ।

author-image
Pujarani Nayak
15 ମିନିଟରେ କେମିତି ମଲେ ବାପା ?

content page

ପୁଅକୁ ବାପା କହିଲେ, ଆଉ ମାତ୍ର 15 ମିନିଟ ଭିତରେ ମୁଁ ପହଞ୍ଚିବି। ରୁପାଲି ଛକରେ ଅପେକ୍ଷା କରିଥାଆ। ମାତ୍ର ଏତେ କମ ସମୟ ଭିତରେ ଏସବୁ କେମିତି ଘଟିଲା ? ଘରୋଇ ବସର ଜଣେ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏବେ ଏମିତି କିଛି ପ୍ରଶ୍ନ ଉଠାଉଛନ୍ତି ପରିବାର ଲୋକେ।

Advertisment

Bhubaneswar Odisha Reporter