/odisha-reporter/media/post_attachments/uploads/2022/11/padmapur.jpg)
padmapur
ଧାମନଗର ଉପନିବାର୍ଚନର ଫଳାଫଳ ଆସିବା ପୂର୍ବରୁ ପଦ୍ମପୁର ଉପନିବାର୍ଚନ ପାଇଁ ଅଙ୍କକସା ଆରମ୍ଭ ହୋଇଯାଇଛି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବେ, ସେନେଇ ଗାଁରୁ ରାଜଧାନୀ ଯାଏ ଚର୍ଚ୍ଚା ଆଲୋଚନା। ସେପଟେ ଧାମନଗରରେ ଦୁଇ ଦଳ ବିଜେଡି ଓ ବିଜେପି ଜୋରଦାର ବଳ କଷାକଷି ହୋଇଥିବାରୁ ପଦ୍ମପୁରରେ ମଧ୍ୟ ତାହା ପ୍ରତିଫଳିତ ହେବ। ହେଲେ ବିରୋଧୀଙ୍କ ପାଖରେ ଏଠାରେ ମାଳ ମାଳ ପ୍ରସଙ୍ଗ ଥିଲେ ବି ସପ୍ତାହେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା ଏଥିରେ ବିରାମ ଦେଇପାରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
