Advertisment

ବିଗୁଲ ବାଜିଲା ଆଶା ବଢ଼ିଲା

ଧାମନଗର ଉପନିବାର୍ଚନର ଫଳାଫଳ ଆସିବା ପୂର୍ବରୁ ପଦ୍ମପୁର ଉପନିବାର୍ଚନ ପାଇଁ ଅଙ୍କକସା ଆରମ୍ଭ ହୋଇଯାଇଛି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବେ, ସେନେଇ ଗାଁରୁ ରାଜଧାନୀ ଯାଏ ଚର୍ଚ୍ଚା ଆଲୋଚନା। ସେପଟେ ଧାମନଗରରେ ଦୁଇ ଦଳ ବିଜେଡି ଓ ବିଜେପି ଜୋରଦାର ବଳ କଷାକଷି ହୋଇଥିବାରୁ ପଦ୍ମପୁରରେ ମଧ୍ୟ ତାହା ପ୍ରତିଫଳିତ ହେବ। ହେଲେ ବିରୋଧୀଙ୍କ ପାଖରେ ଏଠାରେ ମାଳ ମାଳ ପ୍ରସଙ୍ଗ ଥିଲେ ବି ସପ୍ତାହେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ […]

ବିଗୁଲ ବାଜିଲା ଆଶା ବଢ଼ିଲା

padmapur

Advertisment

ଧାମନଗର ଉପନିବାର୍ଚନର ଫଳାଫଳ ଆସିବା ପୂର୍ବରୁ ପଦ୍ମପୁର ଉପନିବାର୍ଚନ ପାଇଁ ଅଙ୍କକସା ଆରମ୍ଭ ହୋଇଯାଇଛି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବେ, ସେନେଇ ଗାଁରୁ ରାଜଧାନୀ ଯାଏ ଚର୍ଚ୍ଚା ଆଲୋଚନା। ସେପଟେ ଧାମନଗରରେ ଦୁଇ ଦଳ ବିଜେଡି ଓ ବିଜେପି ଜୋରଦାର ବଳ କଷାକଷି ହୋଇଥିବାରୁ ପଦ୍ମପୁରରେ ମଧ୍ୟ ତାହା ପ୍ରତିଫଳିତ ହେବ। ହେଲେ ବିରୋଧୀଙ୍କ ପାଖରେ ଏଠାରେ ମାଳ ମାଳ ପ୍ରସଙ୍ଗ ଥିଲେ ବି ସପ୍ତାହେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା ଏଥିରେ ବିରାମ ଦେଇପାରେ।

Advertisment

Bariha Padmapur Byelection Pradip Purohit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe