/odisha-reporter/media/post_attachments/uploads/2022/11/samir.jpg)
samir
ସାର୍ ଖୋଜୁଛନ୍ତି ମନ୍ତ୍ରୀଙ୍କୁ। ବିଧାୟକ ବି କହୁଛନ୍ତି କୁଆଡ଼େ ଗଲେ ମନ୍ତ୍ରୀ? ହେଲେ ମନ୍ତ୍ରୀ କିନ୍ତୁ ପଦ୍ମପୁର ପ୍ରଚାରରେ ମାତିଛନ୍ତି, ଆଉ ଏପଟେ ମନ୍ତ୍ରୀଙ୍କୁ ନପାଇ ରାଗିପାଚି ଲାଲ ଶିକ୍ଷକ। ନିଜ ହକ ଦାବି କରି ଲକ୍ଷ ଲକ୍ଷ ଶିକ୍ଷକ ପିଏମଜି ଛକରେ ପଡ଼ି ରହିଛନ୍ତି। ବିଧାନସଭାରେ ମଧ୍ୟ ଶିକ୍ଷକଙ୍କ ପ୍ରସଙ୍ଗକୁ ନେଇ ଗୃହ ହୁଲୁସ୍ତୁଲ। ବିରୋଧୀଙ୍କ ପ୍ରଶ୍ନ, କୁଆଡ଼େ ଗଲେ ଗଣଶିକ୍ଷା ମନ୍ତ୍ରୀ? ଶିକ୍ଷକ ପ୍ରସଙ୍ଗରେ କିଏ ରଖିବ ଉତ୍ତର?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
