ଷ୍ଟେସନରେ ଲୁଚି ଲୁଚି ବୁଲୁଥିଲେ ଶର୍ମିଷ୍ଠା

ଦୀର୍ଘଦିନର ଲୁଚକାଳି ଖେଳ ପରେ ଶେଷରେ ଧରାପଡିଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନା। ଉଭୟଙ୍କୁ ତିହିଡିି ଥାନାରେ ରଖାଯାଇଛି। ଚାନ୍ଦବାଲି ଜେଏମଫସି କୋର୍ଟରେ ହାଜର କରାଯିବ। ଅଧିକ ତଥ୍ୟ ଉଗାଳିବା ପାଇଁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଚିନ୍ତା କରିଛି କ୍ରାଇମବ୍ରାଞ୍ଚ।