/odisha-reporter/media/post_attachments/uploads/2023/01/pakistan-2.jpg)
pakistan
ପଡ଼ୋଶୀ ପାକିସ୍ତାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାର। ସୋସିଆଲ ମିଡିଆରେ ଖୁବ୍ ଜୋରରେ ଚାଲିଛି ମୋଦିଙ୍କ ପ୍ରଚାର ଭିଡିଓ। ୨୦୧୯ ଏପ୍ରିଲ ୨୧ର ଏ ଭିଡିଓ ଏବେ ପାକିସ୍ତାନ ସୋସିଆଲ ମିଡିଆରେ ଭାଇରାଲ୍। ବର୍ତ୍ତମାନର ଶେହବାଜ ସରିଫଙ୍କ ସରକାରକୁ ଟାର୍ଗେଟ କରିବା ଲାଗି ବିରୋଧୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ତେହରିକ୍ ଇ ଇନସାଫ୍ ପାର୍ଟି ପକ୍ଷରୁ ଏ ଭିଡିଓ ପ୍ରବଳ ସେୟାର କରାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
