Advertisment

ରାଷ୍ଟ୍ରପତିଙ୍କ କାର୍ ମୁଁ କ’ଣ ଚଳେଇପାରିବି?

ଆଜ୍ଞା ମୁଁ ବହୁତ ଖୁସି। ଖୁସି ହେବେନି। ଆମ ମ୍ୟାଡମ୍ ରାଷ୍ଟ୍ରପତି ପ୍ରାର୍ଥୀ। ହେଲେ ଟିକେ ଦୁଃଖ ଲାଗୁଛି, ମ୍ୟାଡମଙ୍କ କାର ଆଉ ଚଳାଇପାରିବିନି। ୧୫ ବର୍ଷ ହେଲା ଗାଡ଼ି ଚଳାଉଥିଲି। ମ୍ୟାଡାମଙ୍କ ସାଥୀରେ ସାଥୀରେ ଥିଲି। ମ୍ୟାଡାମ୍ କହିଛନ୍ତି- କିଛି ଅସୁବିଧା ହେଲେ ଫୋନ୍ କରିବୁ।

author-image
Debendra Prusty
ରାଷ୍ଟ୍ରପତିଙ୍କ କାର୍ ମୁଁ କ’ଣ ଚଳେଇପାରିବି?

driver

ଆଜ୍ଞା ମୁଁ ବହୁତ ଖୁସି। ଖୁସି ହେବେନି। ଆମ ମ୍ୟାଡମ୍ ରାଷ୍ଟ୍ରପତି ପ୍ରାର୍ଥୀ। ହେଲେ ଟିକେ ଦୁଃଖ ଲାଗୁଛି, ମ୍ୟାଡମଙ୍କ କାର ଆଉ ଚଳାଇପାରିବିନି। ୧୫ ବର୍ଷ ହେଲା ଗାଡ଼ି ଚଳାଉଥିଲି। ମ୍ୟାଡାମଙ୍କ ସାଥୀରେ ସାଥୀରେ ଥିଲି। ମ୍ୟାଡାମ୍ କହିଛନ୍ତି- କିଛି ଅସୁବିଧା ହେଲେ ଫୋନ୍ କରିବୁ।

Advertisment

Droupadi Murmu Driver Presidential Car