‘ଆଉ ମାଡାମଙ୍କ ଗାଡି ଚଲେଇ ପାରିବିନି‘

15 ବର୍ଷ ହେଲା ଦ୍ରୌପଦୀ ମାଡାମଙ୍କ ଗାଡି ଚଲାଇ ଆସୁଛି। ମାଡାମ ଆଗକୁ ରାଷ୍ଟ୍ରପତି ହେବକୁ ଯାଉଛନ୍ତି ମୁଁ ବହୁତ ଗର୍ବିତ। କିନ୍ତୁ ମାଡାମ ରାଷ୍ଟ୍ରପତି ହେବା ପରେ ଆଉ ମାଡାମ ଗାଡି ଚଲାଇ ପାରିବିନି।