Advertisment

‘ଆଉ ମାଡାମଙ୍କ ଗାଡି ଚଲେଇ ପାରିବିନି‘

15 ବର୍ଷ ହେଲା ଦ୍ରୌପଦୀ ମାଡାମଙ୍କ ଗାଡି ଚଲାଇ ଆସୁଛି। ମାଡାମ ଆଗକୁ ରାଷ୍ଟ୍ରପତି ହେବକୁ ଯାଉଛନ୍ତି ମୁଁ ବହୁତ ଗର୍ବିତ। କିନ୍ତୁ ମାଡାମ ରାଷ୍ଟ୍ରପତି ହେବା ପରେ ଆଉ ମାଡାମ ଗାଡି ଚଲାଇ ପାରିବିନି।

author-image
Debendra Prusty
‘ଆଉ ମାଡାମଙ୍କ ଗାଡି ଚଲେଇ ପାରିବିନି‘

driver

15 ବର୍ଷ ହେଲା ଦ୍ରୌପଦୀ ମାଡାମଙ୍କ ଗାଡି ଚଲାଇ ଆସୁଛି। ମାଡାମ ଆଗକୁ ରାଷ୍ଟ୍ରପତି ହେବକୁ ଯାଉଛନ୍ତି ମୁଁ ବହୁତ ଗର୍ବିତ। କିନ୍ତୁ ମାଡାମ ରାଷ୍ଟ୍ରପତି ହେବା ପରେ ଆଉ ମାଡାମ ଗାଡି ଚଲାଇ ପାରିବିନି।

Advertisment

Draupadi Murmu Murmu's Driver