ମୋଦିଙ୍କୁ କଣ ପାରିବେ ଏମାନେ?

କେମିତି ହେବ ୨୦୨୪ର ରାଜନୈତିକ ଯୁଦ୍ଧ? ଗୋଟିଏ ପଟେ ମୋଦି ଆଉ ଗୋଟିଏ ପଟେ୪ ମହାରଥୀ। ବିରୋଧୀଙ୍କ ମଧ୍ୟରେ ନାହିଁ ଏକତାର ବଳ। ଏଥିପାଇଁ ଫାଇଦା ନେଇପାରେ ଶାସକ ଦଳ।