oprb
Advertisment
୧୦ ମାସ ତଳେ ୩% ମାର୍କ ରଖିଥିବା ପିଲା ଏବେ ରଖିଲେ ୯୪% ମାର୍କ! ଡିସେମ୍ବର ମାସରେ ପାଇଗଲେ ଏସଆଇ ବା ସବ-ଇନସପେକ୍ଟର ଚାକିରି। ୧୦ ମାସ ତଳେ ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନରେ ଥିଲା ୩% ମାର୍କ। ହେଲେ ଅକ୍ଟୋବର ଏସଆଇ ପରୀକ୍ଷାରେ ରଖିପାରିଲେ ୯୪%ରୁ ଅଧିକ ମାର୍କ! ଏମିତି ଅନେକ ପିଲାଙ୍କ ମାର୍କ ବଢ଼ିବା ପରେ ଏସଆଇ ପରୀକ୍ଷାରେ ଦୁର୍ନୀତିର ସନ୍ଦେହ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2023/01/oprb.jpg)