Advertisment

ରାଜଧାନୀ ଉଠିଆସିଛି ପଦ୍ମପୁରକୁ

ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ରାଜ୍ୟର ପ୍ରାୟ ସବୁ ମନ୍ତ୍ରୀ ଏବେ ପଦ୍ମପୁରରେ। ବିଜେଡି ଏବଂ ବିଜେପିର ପ୍ରାୟ ସବୁ ବିଧାୟକ ପଦ୍ମପୁରରେ। ପଦ୍ମପୁର ଉପରେ ଏବେ ରାଜ୍ୟ ସରକାର ଏବଂ ବାବୁଙ୍କର ଫୋକସ୍। ବର୍ଷ ବର୍ଷ ଧରି ଅବହେଳିତ ହୋଇ ରହିଥିବା ପଦ୍ମପୁର ଏବେ ମିନି କ୍ୟାପିଟାଲ୍। କାରଣ ପଦ୍ମପୁର କହିବ ୨୪ର ରେଜଲଟ୍ କଣ ହେବ।

author-image
Debendra Prusty
ରାଜଧାନୀ ଉଠିଆସିଛି ପଦ୍ମପୁରକୁ

padmapur

ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ରାଜ୍ୟର ପ୍ରାୟ ସବୁ ମନ୍ତ୍ରୀ ଏବେ ପଦ୍ମପୁରରେ। ବିଜେଡି ଏବଂ ବିଜେପିର ପ୍ରାୟ ସବୁ ବିଧାୟକ ପଦ୍ମପୁରରେ। ପଦ୍ମପୁର ଉପରେ ଏବେ ରାଜ୍ୟ ସରକାର ଏବଂ ବାବୁଙ୍କର ଫୋକସ୍। ବର୍ଷ ବର୍ଷ ଧରି ଅବହେଳିତ ହୋଇ ରହିଥିବା ପଦ୍ମପୁର ଏବେ ମିନି କ୍ୟାପିଟାଲ୍। କାରଣ ପଦ୍ମପୁର କହିବ ୨୪ର ରେଜଲଟ୍ କଣ ହେବ।

Advertisment

Naveen Patnaik BjD Padmapur By Poll