/odisha-reporter/media/post_attachments/uploads/2022/06/case-tunguru.jpg)
case tunguru
କେସ୍ ଖାଇଲେ ଟୁଙ୍ଗୁରୁ। ଟୁଙ୍ଗୁରୁ ଭୋଳଙ୍କ ଭଳି ଚରିତ୍ରମାନଙ୍କ ପ୍ରେମ କାହାଣୀ ଯୁବପୀଢ଼ିଙ୍କ ଉପରେ ପ୍ରଭାବ ପକାଉଛି। ଏଭଳି ଘଟଣା ସମାଜକୁ ଖରାପ ବାର୍ତ୍ତା ଦେଉଛି। ଏ ନେଇ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭୋଳଙ୍କ ବିରୋଧରେ କଟକ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦେଇଛନ୍ତି ବିଶ୍ୱାସ ଫାଉଣ୍ଡେସନର କର୍ମକର୍ତ୍ତାମାନେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
