Advertisment

କେସ୍‌ ଖାଇଲେ ଟୁଙ୍ଗୁରୁ!

କେସ୍‌ ଖାଇଲେ ଟୁଙ୍ଗୁରୁ। ଟୁଙ୍ଗୁରୁ ଭୋଳଙ୍କ ଭଳି ଚରିତ୍ରମାନଙ୍କ ପ୍ରେମ କାହାଣୀ ଯୁବପୀଢ଼ିଙ୍କ ଉପରେ ପ୍ରଭାବ ପକାଉଛି। ଏଭଳି ଘଟଣା ସମାଜକୁ ଖରାପ ବାର୍ତ୍ତା ଦେଉଛି। ଏ ନେଇ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭୋଳଙ୍କ ବିରୋଧରେ କଟକ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦେଇଛନ୍ତି ବିଶ୍ୱାସ ଫାଉଣ୍ଡେସନର କର୍ମକର୍ତ୍ତାମାନେ।

କେସ୍‌ ଖାଇଲେ ଟୁଙ୍ଗୁରୁ!

case tunguru

Advertisment

କେସ୍‌ ଖାଇଲେ ଟୁଙ୍ଗୁରୁ। ଟୁଙ୍ଗୁରୁ ଭୋଳଙ୍କ ଭଳି ଚରିତ୍ରମାନଙ୍କ ପ୍ରେମ କାହାଣୀ ଯୁବପୀଢ଼ିଙ୍କ ଉପରେ ପ୍ରଭାବ ପକାଉଛି। ଏଭଳି ଘଟଣା ସମାଜକୁ ଖରାପ ବାର୍ତ୍ତା ଦେଉଛି। ଏ ନେଇ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭୋଳଙ୍କ ବିରୋଧରେ କଟକ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦେଇଛନ୍ତି ବିଶ୍ୱାସ ଫାଉଣ୍ଡେସନର କର୍ମକର୍ତ୍ତାମାନେ।

Advertisment

Fir Against Tunguru Tunguru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe