Advertisment

ବ୍ଲାକ୍ ରୋଜ୍ ତଦନ୍ତରେ ତାଲା

ବହୁ ଚର୍ଚ୍ଚିତ ବ୍ଲାକ୍ ରୋଜ୍ ବୁଡ଼ି ତଦନ୍ତରେ ତାଲା ପକାଇଲା ସିବିଆଇ। ରାଜ୍ୟ ସରକାର ଦେଲେନି ତଦନ୍ତ ଫାଇଲ, ସିବିଆଇ ବନ୍ଦ କଲା ମାମଲା। ଆରଟିଆଇରୁ ମିଳିଲା ରାଜ୍ୟ ସରକାରଙ୍କ ଅସହଯୋଗର ଚିତ୍ର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇଲେ ସାମାଜିକ କର୍ମୀ। ସେମିତି ରହିଗଲା ପ୍ରଭାବଶାଳୀ ବିଜେଡି ନେତାଙ୍କ ଉପରେ ସନ୍ଦେହ।

ବ୍ଲାକ୍ ରୋଜ୍ ତଦନ୍ତରେ ତାଲା

black rose

Advertisment

ବହୁ ଚର୍ଚ୍ଚିତ ବ୍ଲାକ୍ ରୋଜ୍ ବୁଡ଼ି ତଦନ୍ତରେ ତାଲା ପକାଇଲା ସିବିଆଇ। ରାଜ୍ୟ ସରକାର ଦେଲେନି ତଦନ୍ତ ଫାଇଲ, ସିବିଆଇ ବନ୍ଦ କଲା ମାମଲା। ଆରଟିଆଇରୁ ମିଳିଲା ରାଜ୍ୟ ସରକାରଙ୍କ ଅସହଯୋଗର ଚିତ୍ର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇଲେ ସାମାଜିକ କର୍ମୀ। ସେମିତି ରହିଗଲା ପ୍ରଭାବଶାଳୀ ବିଜେଡି ନେତାଙ୍କ ଉପରେ ସନ୍ଦେହ।

Advertisment

CBI Paradip Port Illegal Iron Ore Black Rose
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe