ଅଦ୍ୟତନ ହୋଇଛି
maxresdefault (1) (1)
Advertisment
ବଦଳି ଯାଇଛି ଚେହେରା, ବଦଳିଛି ପରିଚୟ। ୧୯୯୯ ଜାନୁଆରୀ ୯ ପରେ ବାରଙ୍ଗ ନରଣପୁରରୁ ଫେରାର ଥିବା ବିବନ ବିଶ୍ୱାଳ ୨ ୦ ୨ ୧ ଫେବ୍ରୁଆରୀ ଶେଷ ବେଳକୁ ଧରାପଡ଼ିଛି ପୁନେର ଆମ୍ବି ଭ୍ୟାଲିରୁ, ତା ପୁଣି ଜଳନ୍ଧର ସ୍ୱାଇଁର ପରିଚୟରେ। ହୋଇପାରେ ଏହି ନକଲି ପରିଚୟ ପ୍ରସ୍ତୁତି ପାଇଁ ବିବନ୍ ବିରୋଧରେ ଆଉ ଏକ ଅପରାଧିକ ମାମଲା ରୁଜୁ କରି କୋର୍ଟରେ ଆଇନର ଲଢେ଼ଇ ଲଢ଼ିପାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/maxresdefault-1-1.jpg)