ଅନଲାଇନରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ମାମଲା ଚେର ଖୋଜୁ ଖୋଜୁ ଢ଼େଙ୍କାନାଳରେ ସିବିଆଇ ଟିମ୍ ପହଞ୍ଚି ପଚରାଉଚୁରା କରୁଥିବା ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳରେ ଜଣେ ଯୁବକକୁ ପଚରାଉଚରା ବେଳେ ଦେଖାଦେଇଛି ପ୍ରବଳ ଉତ୍ତେଜନା। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ହେବା ସହ ଲୋକେ ସିବିଆଇ ଅଧିକାରୀଙ୍କୁ ମାଡ଼ ବି ମାରିଛନ୍ତି।
https://www.youtube.com/watch?v=9ZbY5f_My_U
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଚୋରା ଚାଲାଣ ବେଳେ ଏୟାରପୋର୍ଟରୁ ଜବତ ହେଲା ୧୨ iPhone 16 Pro Max
୪ ଜଣ ଯୁବକ ଏହାକୁ ବିମାନ ଯୋଗେ ଦୁବାଇରୁ ଭାରତକୁ ଆଣିଥିଲେ। ତେବେ ସେମାନେ ଏୟାରପୋର୍ଟ ବାହାରକୁ ଯିବା ପୂର୍ବରୁ କଷ୍ଟମ ବିଭାଗ ସେମାନଙ୍କୁ ମାଡ଼ି ବସିଛି।
Politics
ଏକଜିଟ ପୋଲ: ଜମ୍ମୁ-କଶ୍ମୀରରେ କେହି ହାସଲ କରିପାରିବେନି ମ୍ୟାଜିକ ନମ୍ବର
ମେହବୁବା ମୁଫତିଙ୍କ ପିଡିପି ଓ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ କିଙ୍ଗ ମେକର ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି।
Politics
ଏକଜିଟ ପୋଲ: ହରିୟାଣାରେ ଶେଷ ହେବ ବିଜେପି ଶାସନ, କଂଗ୍ରେସ ଫେରିବ
୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ବିଜେପିକୁ ଏକଜିଟ ପୋଲ ଫଳାଫଳ ଝଟକା ଦେଇଛି। ହ୍ୟାଟ୍ରିକ ବିଜୟ ପାଇଁ ଲକ୍ଷ୍ୟ ରଖିଥିବା ବିଜେପିକୁ ହରିୟାଣାରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ।
Politics
ଭୋଟ ଗଣତି ପୂର୍ବରୁ ଜମ୍ମୁ-କଶ୍ମୀରକୁ ମିଳିଗଲେ ୫ ବିଧାୟକ, କଂଗ୍ରେସର ଜୋରଦାର ବିରୋଧ
ନୂଆ ସରକାର ଗଠନ ହେବା ପରେ ମନୋନୀତି ସଦସ୍ୟଙ୍କୁ ବିଧାନସଭାକୁ ପଠାଯାଏ। କିନ୍ତୁ ଏହାପୂର୍ବରୁ ଏଦିଗରେ ପଦକ୍ଷେପ ନେବା ଜନାଦେଶ ସହ ଧୋକା ସହ ସମାନ ହେବ ବୋଲି କଂଗ୍ରେସ କହିଛି।
National
୨୫ କିମି ବାଟ ଚାଲି ଚାଲି କେମିତି ଜଙ୍ଗଲ ଭିତରେ ୩୧ ନକ୍ସଲଙ୍କୁ ନିପାତ କଲେ ସୁରକ୍ଷାକର୍ମୀ?
ବିରାଟ ଅପରେସନ ମାଧ୍ୟମରେ ସୁରକ୍ଷାକର୍ମୀ ୩୧ ଜଣ ମାଓବାଦୀଙ୍କୁ ସଫା କରିଛନ୍ତି। ଏମାନଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଣ୍ଡ କମାଣ୍ଡର କମଳେଶ ଓରଫ ଆରକେ ଓ ସଂଗଠନର ମୁଖପାତ୍ର ନୀତି ଓରଫ ଉର୍ମିଲା ରହିଛନ୍ତି।