maxresdefault (9) (1)
Advertisment
ଅନଲାଇନରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ମାମଲା ଚେର ଖୋଜୁ ଖୋଜୁ ଢ଼େଙ୍କାନାଳରେ ସିବିଆଇ ଟିମ୍ ପହଞ୍ଚି ପଚରାଉଚୁରା କରୁଥିବା ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳରେ ଜଣେ ଯୁବକକୁ ପଚରାଉଚରା ବେଳେ ଦେଖାଦେଇଛି ପ୍ରବଳ ଉତ୍ତେଜନା। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ହେବା ସହ ଲୋକେ ସିବିଆଇ ଅଧିକାରୀଙ୍କୁ ମାଡ଼ ବି ମାରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/11/maxresdefault-9-1-1.jpg)