Advertisment

ବିପଦରେ ଆପ୍ ସରକାର

ସିବିଆଇ ପଞ୍ଝାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଡାହାଣ ହାତ ତଥା ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆ। ମନିଷ ସିଶୋଦିଆଙ୍କ ବାସଭବନ ସମେତ ମୋଟ ୨୦ଟି ସ୍ଥାନରେ ରେଡ୍ କରିଛି ସିବିଆଇ । ଅବକାରୀ ପଲିସିରେ ସାଂଘାତିକ ଅନିୟମିତତା ହୋଇଥିବା ନେଇ ସିବିଆଇ ରେଡ କରିଛି ।

author-image
Sonali Kabi
ବିପଦରେ ଆପ୍ ସରକାର

thhmAAP

ସିବିଆଇ ପଞ୍ଝାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଡାହାଣ ହାତ ତଥା ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆ। ମନିଷ ସିଶୋଦିଆଙ୍କ ବାସଭବନ ସମେତ ମୋଟ ୨୦ଟି ସ୍ଥାନରେ ରେଡ୍ କରିଛି ସିବିଆଇ । ଅବକାରୀ ପଲିସିରେ ସାଂଘାତିକ ଅନିୟମିତତା ହୋଇଥିବା ନେଇ ସିବିଆଇ ରେଡ କରିଛି ।

Advertisment

Odisha Reorter AAP