ରାତିରେ କୁଆଡ଼େ ଯାଇଥିଲେ ଶ୍ୱେତାଙ୍କ ବୟଫ୍ରେଣ୍ଡ ? ଦେଖନ୍ତୁ ସିସିଟଭି ଦୃଶ୍ୟ

ଚର୍ଚ୍ଚିତ ଶ୍ଵେତା ମୃତ୍ୟୁ ଘଟଣାରେ ସମ୍ବଲପୁରର ସୌମ୍ୟଜିତଙ୍କୁ ଦାୟୀ କରି ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ବେଳେ, ସୌମ୍ୟଜିତଙ୍କ ପରିବାର ଲୋକେ ଏ ନେଇ ମୁହଁ ଖୋଲୁ ନାହାନ୍ତି। ତେବେ ଗତକାଲି ରାତିରେ ସୌମ୍ୟଜିତ ଏବଂ ଅନ୍ୟଜଣେ ସୌମ୍ୟଜିତଙ୍କ ଗାଡ଼ିରେ ଘରୁ ଯାଇଥିବା ବେଳେ ଦୁଇ ଜଣଙ୍କ ଭିତରୁ ଜଣେ ଫେରି ନାହାନ୍ତି। ଏନେଇ ସମୌଜିତଙ୍କ ଘର ସାମ୍ନାରେ ଥିବା ସିସିଟିଭିରୁ ଜଣା ପଡିଛି।