Advertisment

ରାତିରେ କୁଆଡ଼େ ଯାଇଥିଲେ ଶ୍ୱେତାଙ୍କ ବୟଫ୍ରେଣ୍ଡ ? ଦେଖନ୍ତୁ ସିସିଟଭି ଦୃଶ୍ୟ

ଚର୍ଚ୍ଚିତ ଶ୍ଵେତା ମୃତ୍ୟୁ ଘଟଣାରେ ସମ୍ବଲପୁରର ସୌମ୍ୟଜିତଙ୍କୁ ଦାୟୀ କରି ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ବେଳେ, ସୌମ୍ୟଜିତଙ୍କ ପରିବାର ଲୋକେ ଏ ନେଇ ମୁହଁ ଖୋଲୁ ନାହାନ୍ତି। ତେବେ ଗତକାଲି ରାତିରେ ସୌମ୍ୟଜିତ ଏବଂ ଅନ୍ୟଜଣେ ସୌମ୍ୟଜିତଙ୍କ ଗାଡ଼ିରେ ଘରୁ ଯାଇଥିବା ବେଳେ ଦୁଇ ଜଣଙ୍କ ଭିତରୁ ଜଣେ ଫେରି ନାହାନ୍ତି। ଏନେଇ ସମୌଜିତଙ୍କ ଘର ସାମ୍ନାରେ ଥିବା ସିସିଟିଭିରୁ ଜଣା ପଡିଛି।

author-image
Sonali Kabi
ଅଦ୍ୟତନ ହୋଇଛି
ରାତିରେ କୁଆଡ଼େ ଯାଇଥିଲେ ଶ୍ୱେତାଙ୍କ ବୟଫ୍ରେଣ୍ଡ ? ଦେଖନ୍ତୁ ସିସିଟଭି ଦୃଶ୍ୟ

sweta 3

ଚର୍ଚ୍ଚିତ ଶ୍ଵେତା ମୃତ୍ୟୁ ଘଟଣାରେ ସମ୍ବଲପୁରର ସୌମ୍ୟଜିତଙ୍କୁ ଦାୟୀ କରି ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ବେଳେ, ସୌମ୍ୟଜିତଙ୍କ ପରିବାର ଲୋକେ ଏ ନେଇ ମୁହଁ ଖୋଲୁ ନାହାନ୍ତି। ତେବେ ଗତକାଲି ରାତିରେ ସୌମ୍ୟଜିତ ଏବଂ ଅନ୍ୟଜଣେ ସୌମ୍ୟଜିତଙ୍କ ଗାଡ଼ିରେ ଘରୁ ଯାଇଥିବା ବେଳେ ଦୁଇ ଜଣଙ୍କ ଭିତରୁ ଜଣେ ଫେରି ନାହାନ୍ତି। ଏନେଇ ସମୌଜିତଙ୍କ ଘର ସାମ୍ନାରେ ଥିବା ସିସିଟିଭିରୁ ଜଣା ପଡିଛି।

Advertisment

Sweta CCTV Footage Sweta Deth Case