‘ଲେଡିଜ୍ ହଷ୍ଟେଲ ବାଥରୁମରେ ଲାଗିଥିଲା ସିସିଟିଭି’

ଅଭିଯୋଗ ସତ ହୋଇଥିଲେ ସାଙ୍ଘାତିକ। ମୃତ ରୁଚିକାଙ୍କ ସଂପର୍କୀୟ ଭଉଣୀ କହିଲେ, ‘ବିଜେବି କଲେଜ ଲେଡିଜ୍‌ ହଷ୍ଟେଲ ବାଥରୁମରେ ଲାଗିଥିଲା ସିସିଟିଭି’।