Advertisment

ଦୁନିଆଁ କହୁଛି, ଚାଚା ତମେ ମହାନ

ଶ୍ରଦ୍ଧାରେ ସମସ୍ତେ ତାଙ୍କୁ କଷିମ ଚାଚା ଡାକନ୍ତି। ଚାଚାଙ୍କ ହୃଦୟ କେତେ ବଡ଼, ସେ କଥା ସାରା ଓଡିଶାବାସୀ ଜାଣନ୍ତି। ଗରିବଗୁରୁବାଙ୍କୁ ପ୍ରତିଦିନ ଚିକେନ-ଭାତ ଖାଇବାକୁ ଦେବା ସହ ଛତା ଓ କମ୍ବଳ ବାଣ୍ଟୁଥିବା କଥା ଆପଣ ଜାଣିଥିବେ। ପୁଣିଥରେ କଷିମ ଚାଚା, ଆଉ ପାଦେ ଆଗେଇ ଗରିବଗୁରୁବାଙ୍କୁ ଜୋତା ବାଣ୍ଟିଛନ୍ତି।

ଦୁନିଆଁ କହୁଛି, ଚାଚା ତମେ ମହାନ

chacha

Advertisment

ଶ୍ରଦ୍ଧାରେ ସମସ୍ତେ ତାଙ୍କୁ କଷିମ ଚାଚା ଡାକନ୍ତି। ଚାଚାଙ୍କ ହୃଦୟ କେତେ ବଡ଼, ସେ କଥା ସାରା ଓଡିଶାବାସୀ ଜାଣନ୍ତି। ଗରିବଗୁରୁବାଙ୍କୁ ପ୍ରତିଦିନ ଚିକେନ-ଭାତ ଖାଇବାକୁ ଦେବା ସହ ଛତା ଓ କମ୍ବଳ ବାଣ୍ଟୁଥିବା କଥା ଆପଣ ଜାଣିଥିବେ। ପୁଣିଥରେ କଷିମ ଚାଚା, ଆଉ ପାଦେ ଆଗେଇ ଗରିବଗୁରୁବାଙ୍କୁ ଜୋତା ବାଣ୍ଟିଛନ୍ତି।

Advertisment

Kassim Chacha Free Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe