Advertisment

ମନମାନି କରୁଛି ଛତିଶଗଡ଼!

ବନ୍ୟା ଜଳରେ ଛତିଶଗଡ ଉବୁଟୁବୁ। ଏଥିପାଇଁ ଓଡିଶାକୁ ସଫ୍ଟ ଟାର୍ଗେଟ କରୁଛି ରାଜ୍ୟ। ମନଇଚ୍ଛା ପାଣି ଛାଡୁଛି। ଜଳ ପରିଚାଳନାରେ କରୁଛି ମନମାନି। ମହାନଦୀର ଉପର ମୁଣ୍ଡରେ ରହିଥିବା ଛତିଶଗଡ଼ର ଡ୍ୟାମ୍‌ଗୁଡ଼ିକରୁ କେତେ ଜଳ ଛଡ଼ା ଯାଉଛି ସେ ବିଷୟରେ ଓଡିଶାକୁ ସୂଚନା ଦିଆଯାଉନି। ଫଳରେ ହୀରାକୁଦ ଡ୍ୟାମ୍‌ର ଜଳ ନିୟନ୍ତ୍ରଣ ଓ ଆମ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ କରିବା ନେଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ମନମାନି କରୁଛି ଛତିଶଗଡ଼!

chhatisgarh

Chhatisgarh Hirakud Dam Odisha Mahanadi Fllod
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe