ଗୋଟିଏ ବରକୁ ଦୁଇ କନିଆ

ଛତିଶଗଡରର ଜଗଦଲପୁରରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା। ବାହା ବେଦିରେ ଗୋଟିଏ ବରକୁ 2 ଜଣ କନିଆ ବିବାହ କରିଛନ୍ତି । ତାହା ବି ସହମତିରେ ।ପୁରା ଘଟଣା ଦେଖନ୍ତୁ ଏହି ଭିଡିଓରେ ।