/odisha-reporter/media/post_attachments/uploads/2022/06/page-5.jpg)
page
ଏଇ ବୁଢ଼ୀ ମାଆ ଜଣଙ୍କ ବାହୁନି ବାହୁନି କାନ୍ଦୁଛନ୍ତି। କେମିତି ବା କାନ୍ଦିବେନି, କାଖେଇ କୋଳେଇ ନାତି ଟୋକାକୁ ଛୋଟରୁ ବଡ଼ କରିଥିଲେ। ଯେତେବେଳେ ଆଖି ସାମ୍ନାରେ ନାତି ଟୋକାର ଶବ ଦେଖୁଛନ୍ତି, ଆଖି ଫଟାଇ ଲୁହ ଗୁଡାକ ବାହାରକୁ ବାହାରି ଆସୁଛି। ଏଇ କାନ୍ଦ ବୋବାଳି ଭିତରେ ଅଭିଯୋଗ ଆସୁଛି ଯେ, ସାବତ ମାଆ ଓ ବାପା ମିଶି ପୁଅକୁ ମାରି ଗଛରେ ଝୁଲାଇ ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
