chilika
Advertisment
କର୍କଟ ରୋଗୀଙ୍କ ପାଇଁ ରାମବାଣ ଚିଲିକା ମଇଁଷିଙ୍କ କ୍ଷୀର। ଏନେଇ ୬ ବର୍ଷ ହେଲା ଚିଲିଛି ରିସର୍ଚ୍ଚ। ଚିଲିକା ଅଞ୍ଚଳର ମଇଁଷିଙ୍କ କ୍ଷୀରରେ ରହିଛି ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ। ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏହା ମଣିଷ ପାଇଁ କେତେ ଉପଯୋଗୀ ହେବ ସେନେଇ ଜାରି ରହିଛି ଅଧିକ ଅନୁସନ୍ଧାନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/chilika.jpg)