ସିନି ଶେଟ୍ଟୀ ମିସ୍ ଇଣ୍ଡିଆ

ଦେଶକୁ ମିଳିଗଲା ଫେମିନା ମିସ୍ ଇଣ୍ଡିଆ ୨୦୨୨। ସିନି ଶେଟ୍ଟୀ ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ୍ ଜିତିଛନ୍ତି। ତାଙ୍କୁ ୨୧ ବର୍ଷ ହୋଇଥିବା ବେଳେ ସେ କର୍ଣ୍ଣାଟକରେ ରୁହନ୍ତି। କିନ୍ତୁ ଜନ୍ମ ମୁମ୍ବାଇରେ।