dog
Advertisment
ରେଡ୍ କାରପେଟ୍ ପଡ଼ିଲା। ଫୁଲ ବର୍ଷା ହେଉଥିଲା। ଆଉ ସଜାହୋଇ ଥିବା ଜିପ୍କୁ ରଥ ଭଳି ଟଣା ଯାଉଥିଲା। ଏବଂ ସେଇ ଜିପ୍ ଉପରେ ବସି ବିଦାୟ ନେଉଥିଲା ରାଣୀ। ରାଣୀ ହେଉଛି, ସିଆଇଏସଏଫର ସନ୍ଧାନୀ କୁକୁର। ଦୀର୍ଘ ୯ ବର୍ଷର ସରକାରୀ ସେବା ପରେ ଅବସର ନେଇଛି ସନ୍ଧାନୀ କୁକୁର ରାଣୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/dog-1.jpg)