Advertisment

ବାବୁ ଚାଲାକ୍, ଚାଷୀ ଭକୁଆ

ଚାଷୀ ହେଲେ ଭକୁଆ, ବାବୁ ଗଲେ ବିଦେଶ। ଚାଷୀଙ୍କୁ ଭାଣ୍ଡିଆ କରି ବାବୁ ବୁଲିବେ ବିଦେଶ। ବାବୁଙ୍କ କାରସାଦିରେ ବଳି ପଡିଲା ଚାଷୀଙ୍କ ବୁଲା। ଭିସା ନ ହେବାରୁ ନେଦରଲାଣ୍ଡ ଯାଇପାରିଲେନି ଚାଷୀ। ଚାଷୀ ମେଳାରେ ଚାଷୀ ହୋଇ ଏଞ୍ଜୟ କରିବେ ବାବୁ।

ବାବୁ ଚାଲାକ୍, ଚାଷୀ ଭକୁଆ

babu

Advertisment

ଚାଷୀ ହେଲେ ଭକୁଆ, ବାବୁ ଗଲେ ବିଦେଶ। ଚାଷୀଙ୍କୁ ଭାଣ୍ଡିଆ କରି ବାବୁ ବୁଲିବେ ବିଦେଶ। ବାବୁଙ୍କ କାରସାଦିରେ ବଳି ପଡିଲା ଚାଷୀଙ୍କ ବୁଲା। ଭିସା ନ ହେବାରୁ ନେଦରଲାଣ୍ଡ ଯାଇପାରିଲେନି ଚାଷୀ। ଚାଷୀ ମେଳାରେ ଚାଷୀ ହୋଇ ଏଞ୍ଜୟ କରିବେ ବାବୁ।

Advertisment

Odisha Farmer Innocent Farmer Holland Tour Clever Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe