''ମହାପ୍ରଭୁଙ୍କଠାରୁ ଊର୍ଦ୍ଧ୍ୱରେ କେହିନୁହଁ। ବିଜେଡି ତାଙ୍କ ମୁଖିଆଙ୍କୁ ଯଦି ମହାପ୍ରଭୁଙ୍କ ସହ ସମାନ କରିବ ତାହା ହେଲେ ଏହା ମହାପ୍ରଭୁ ଏବଂ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଅପମାନ। ମୁଖ୍ୟମନ୍ତ୍ରୀ ଏନେଇ କ୍ଷମା ମାଗନ୍ତୁ''। ଶୁଣନ୍ତୁ ଏନେଇ କଣ କହୁଛନ୍ତି ବିଜେପି ନେତା।
https://youtu.be/9WP3UEYfINA
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମାଲବାହୀ ସହ ଭୟଙ୍କର ଢଙ୍ଗରେ ଧକ୍କା ହେଲା ଏକ୍ସପ୍ରେସ ଟ୍ରେନ୍, ଜଳିଗଲା ୨ଟି ବଗି
ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଦୁଇଟି ଯାତ୍ରିବାହୀ ବଗି ସଂପୂର୍ଣ୍ଣ ଜଳି ଯାଇଛି। ସେହିପରି ୨ଟି ବଗି ଲାଇନଚ୍ୟୁତ ହୋଇଛି।
National
ଟଳିଲା ବିପଦ,୨ ଘଣ୍ଟା ଚକର ମାରିବା ପରେ ଲ୍ୟାଣ୍ଡ କଲା ବିମାନ
ବିମାନଟି ମଝି ଆକାଶରେ ଥିବା ବେଳେ ଘଟିଥିଲା ଅଘଟଣ। ବିମାନର ହାଇଡ୍ରୋଲିକ ତ୍ରୁଟି ହୋଇଥିବା ପାଇଲଟ ଜାଣିବାକୁ ପାଇଥିଲେ।
National
ମଝି ଆକାଶରେ ବିମାନ, ଦେଖାଗଲା ସାଂଘାତିକ ତ୍ରୁଟି: ଘୋଷଣା ହେଲା ଏମର୍ଜେନ୍ସି
ଯେକୌଣସି ମୁହୂର୍ତ୍ତରେ ଏହା ତ୍ରିଚି ଏୟାରପୋର୍ଟରେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରିପାରେ। ବିମାନ ବନ୍ଦରରେ ଜରୁରୀ ସ୍ଥିତିର ମୁକାବିଲା ପାଇଁ ୨୦ଟି ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଏୟାରପୋର୍ଟରେ ରହିଛନ୍ତି।
Crime
ପ୍ରେମିକାକୁ ବୁଲାଇ ନେବା ପାଇଁ କାର୍ ଚୋରି, ୩ ସାଙ୍ଗ ଗିରଫ
ତିନି ଜଣ କଲେଜ ଛାତ୍ର କାର୍ ଚୋରି କରି ଗିରଫ ହୋଇଛନ୍ତି।
Politics
କଂଗ୍ରେସ ନୁହେଁ, ଏନସିକୁ ସମର୍ଥନ ଘୋଷଣା କଲେ ଆପ୍ର ଏକମାତ୍ର ବିଧାୟକ
ଏନସିକୁ ଆଉ ଜଣେ ବିଧାୟକଙ୍କ ସମର୍ଥନ ଜମ୍ମୁ-କଶ୍ମୀରରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଓମାର ଅବଦୁଲ୍ଲାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ତଥାପି ଦଳର ସମର୍ଥିତ ବିଧାୟକଙ୍କ ସଂଖ୍ୟା ୪୭କୁ ବଢ଼ିଛି। କାରଣ ଗତକାଲି ୪ ଜଣ ସ୍ୱାଧୀନ ବିଧାୟକ ଏନସିକୁ ସମର୍ଥନ ଦେଇଥିଲେ।